00:00
05:45
କିଛି ଲୁହ ଝରିଥିଲା ଖୁସିରେ
ତତେ ପାଇଗଲା ପରେ
ବାକି ଲୁହ ଝରେ ଆଜି ଦୁଃଖରେ
ତୁ ଚାଲିଗଲା ପରେ
♪
କିଛି ଲୁହ ଝରିଥିଲା ଖୁସିରେ
ତତେ ପାଇଗଲା ପରେ
ବାକି ଲୁହ ଝରେ ଆଜି ଦୁଃଖରେ
ତୁ ଚାଲିଗଲା ପରେ
ନୀରବ ରହିଛି ହୃଦୟ ଲୋ ମୋର
ନିଗାଡି ଦଉଛି ଆଖିଲୁହ ମୋର
ତତେ ଲୋ ଦେଖୁଛି ଖାଲି ସେ ଲୁହ ଭିତରେ
କିଛି ଲୁହ ଝରିଥିଲା ଖୁସିରେ
ତତେ ପାଇଗଲା ପରେ
ବାକି ଲୁହ ଝରେ ଆଜି ଦୁଃଖରେ
ତୁ ଚାଲିଗଲା ପରେ
♪
ଫେରିବୁ କି ନାହଁ ଜାଣିନି ମୁଁ ପ୍ରିୟା
ତଥାପି ରହିବି ଚାହିଁ ଜୀବନ ସାରା
ଗୋଟିଏ ପ୍ରେମକୁ ଯୁଗଟେ ନିଅଣ୍ଟ
କେମିତି ଦବୁ ଲୋ ଆଉ କାହାକୁ ଧରା?
♪
ଫେରିବୁ କି ନାହଁ ଜାଣିନି ମୁଁ ପ୍ରିୟା
ତଥାପି ରହିବି ଚାହିଁ ଜୀବନ ସାରା
ଗୋଟିଏ ପ୍ରେମକୁ ଯୁଗଟେ ନିଅଣ୍ଟ
କେମିତି ଦବୁ ଲୋ ଆଉ କାହାକୁ ଧରା?
ଇଛା ମୋ ହଉଛି ନିଘୋଡ ନିଦରେ
ସବୁଦିନ ପାଇଁ ଶୋଇଯାନ୍ତି ରେ
ତତେ ଲୋ ଅପେକ୍ଷା କରି ସବୁ ଜନମରେ
କିଛି ଲୁହ ଝରିଥିଲା ଖୁସିରେ
ତତେ ପାଇଗଲା ପରେ
ବାକି ଲୁହ ଝରେ ଆଜି ଦୁଃଖରେ
ତୁ ଚାଲିଗଲା ପରେ
♪
ଫେରି ଯଦି ହୁଏ ସେ ପିଲା ଦିନକୁ
ଦୁରେଇ ରୁହନ୍ତି ମୁଁ ପ୍ରେମ ଠାରୁ
ନିଜକୁ ଆଉଥରେ ଗଢି ମୁଁ ତୋଳନ୍ତି
ଜୀବନରେ ପ୍ରେମ ନକରିବାକୁ
♪
ଓ, ଫେରି ଯଦି ହୁଏ ସେ ପିଲା ଦିନକୁ
ଦୁରେଇ ରୁହନ୍ତି ମୁଁ ପ୍ରେମ ଠାରୁ
ନିଜକୁ ଆଉଥରେ ଗଢି ମୁଁ ତୋଳନ୍ତି
ଜୀବନରେ ପ୍ରେମ ନକରିବାକୁ
ନିରୀହ ପ୍ରାଣରେ ନିଶ୍ଵାସର ଭାର
ଚାପି-ଚାପି ନିଏ ଜୀବନକୁ ମୋର
ତୋ ପ୍ରେମ ବଞ୍ଚିବାକୁ ଦେଲାନି ଶାନ୍ତିରେ
ହୋହୋ-ହୋ-ହୋ-ଓ
ହୁଁହୁଁ-ହୁଁହୁଁ-ହୁଁ-ହୁଁ
ହୋହୋ-ହୋ-ନାନା-ନା