background cover of music playing
Kahide Tu Kahide - Kuldeep Pattanaik

Kahide Tu Kahide

Kuldeep Pattanaik

00:00

04:41

Similar recommendations

Lyric

ଓଢଣୀରୁ ଲକ୍ଷେ ହୀରା ଝରିଗଲା ରେ, ତୁ ଯେବେ ଚାଲିଗଲୁ

ମଖମଲି ମୁହଁ ତୋର ଜଳୁଥିଲା ରେ, ଯେବେ ଚାହିଁ ହସିଦେଲୁ

ମେହେନ୍ଦି ମୋ ଝଟକୁଛି ତୋରି ନାଁ ରେ

ତୁ କାଇଁ ଜାଣିପାରୁନା ରେ?

ଆଇନାଟା ମୋତେ ଦେଖୀ କାଇଁ ଲାଜେଇଯାଏ ରେ?

ଇଏ କି ସତେ ହେଲା ରେ?

କହିଦେ ତୁ କହିଦେ, କହିଦେ ତୁ କହିଦେ, ଭଲପାଉ ବୋଲିକି ଥରେ

କହିଦେ ତୁ କହିଦେ, କହିଦେ ତୁ କହିଦେ, ଭଲପାଉ ବୋଲିକି ଥରେ

ତୋ ସାଥେ ଚାଲୁ-ଚାଲୁ, ଭୁଲିଗଲି ମୁଁ ବାଟ

ରାତି ମୋ ଲାଗେ दीवाली, ତୋ ସପନେ ହେଲେ ଭେଟ

ହୋ, ତୁ ଥିଲେ ପାଖେ ମୋର, ସପନ ଲାଗେ ସତ

କୁଆଁରୀ ଏଇ ମନଟା ହୁଏ ଟିକେ ଖାଲି ଦୁଷ୍ଟ

ପାଦର ଝୁଣ୍ଟିଆ ତୋର କହିଦଉଛି

ତୁ କି ଜାଣିପାରୁନା ରେ?

ରୂପା କାନଫୁଲ ତୋର କାଇଁ ଫୁଲେଇ ହଉଛି?

ତୁ କି ବୁଝିପାରୁନା ରେ?

କହିଦେ ତୁ କହିଦେ, କହିଦେ ତୁ କହିଦେ, ଭଲପାଉ ବୋଲିକି ଥରେ

କହିଦେ ତୁ କହିଦେ, କହିଦେ ତୁ କହିଦେ, ଭଲପାଉ ବୋଲିକି ଥରେ

ତୋ ହାତ ଧରିଦେଲେ, ଛୋଟଲାଗେ ରେ ଦିନ

ଉଆଁସୀ ବର୍ଷା ରାତିରେ ଆଜି ଆକାଶେ ଖେଳେ ଜହ୍ନ

ହାଏ, ଜହ୍ନଟା ସିନା ଉଏଁ, ଜାଣେନି କିଛି ହାଏ

ଲୁଚି-ଲୁଚି ଆମକୁ ସିଏ ଏମିତି ଅନାଏ

ଜାଣିଗଲାଣି ଏ ଦୁନିଆ, ଏଇ ଜହ୍ନଟା

ତୁ କି ଜାଣିପାରୁନୁ ରେ?

ଡେରି କାଇଁ ଏତେ କରୁ ମିଛି-ମିଛିକା ରେ?

ନକହିବି ତୁ କହିଯା ରେ

କହିଦେ ତୁ କହିଦେ, କହିଦେ ତୁ କହିଦେ, ଭଲପାଉ ବୋଲିକି ଥରେ

କହିଦେ ତୁ କହିଦେ, କହିଦେ ତୁ କହିଦେ, ଭଲପାଉ ବୋଲିକି ଥରେ

- It's already the end -