background cover of music playing
Cute Gelhi - Mantu Chhuria

Cute Gelhi

Mantu Chhuria

00:00

04:32

Similar recommendations

Lyric

ସିନ୍ଥିରେ ନାଇଁ ମୋ ସିନ୍ଦୁର

ମୋ ନାଁରେ ପିନ୍ଧି ମଙ୍ଗଳସୂତ୍ର

ମୋ ଘରକୁ ଆ' ଚାଲି

ବୁଲେଇ ନେବି ତତେ daily, ମୋ cute ଗେହ୍ଲି

ନେ ନେ वादा ତତେ କଲି

ବୁଲେଇ ନେବି ତତେ daily, ମୋ cute ଗେହ୍ଲି

ନେ ନେ वादा ତତେ କଲି

ମୋ ନାଁରେ ପିନ୍ଧି ପାଟ ପଗଡ଼ି

ମୋ ଗାଁକୁ ଆସିଯା ରୋଷଣି ଧରି

ତୋ ହାତ ଧରି ଯିବି ଚାଲି

ବୁଲିବି ତୋ ସାଥେ daily, ମୁଁ cute ଗେହ୍ଲି

ନେ ନେ वादा ତତେ କଲି

ବୁଲିବି ତୋ ସାଥେ daily, ମୁଁ cute ଗେହ୍ଲି

ନେ ନେ वादा ତତେ କଲି

Life story ଲେଖା ଯେତେ, ତୁ ମୋର heroine

Place ତୋର ନବ କିଏ? ତୁ ପରା ମୋର Queen

Love book ତୁ ମୋର, ସବୁ page ରେ ଆମ rhyme

ତୁ ମୋର sweet tune, ବାଜେ ଆମ love-rhythm

Love ଵାଲା beat ବାଜେ ଛାତିରେ

ହୋସ୍ ଉଡେ ତୁ ନଥିଲେ ସାଥିରେ

ଚାଲିଆ ସବୁ କଥା ଭୁଲି

ବୁଲେଇ ନେବି ତତେ daily, ମୋ cute ଗେହ୍ଲି

ନେ ନେ वादा ତତେ କଲି

ବୁଲେଇ ନେବି ତତେ daily, ମୋ cute ଗେହ୍ଲି

ନେ ନେ वादा ତତେ କଲି

ମୋ ଦିଲ୍ ଦଲିଲ୍ ତୁ, life long ରାଜିନାମା

Life bond ତୁ ମୋର, ମୁ ତୋର ଜୀବନ ବୀମା

ତୋର ମୋର relation ରେ, ନାହିଁ dot, ନାହିଁ comma

ଆମ ପ୍ରେମ divide ରେ ଡେଇଁଯାଏ ସବୁ ସୀମା

ତୋ ସାଥିରେ ଚାଲୁ ମୋର life

ନ ହେଉ କେବେ ଜମା swipe

ଉଠେଇ ନେ ମୋର डोली

ବୁଲିବି ତୋ ସାଥେ daily, ମୁଁ cute ଗେହ୍ଲି

ନେ ନେ वादा ତତେ କଲି

ହଁ, ବୁଲେଇ ନେବି ତତେ daily, ମୋ cute ଗେହ୍ଲି

ନେ ନେ वादा ତତେ କଲି

ବୁଲିବି ତୋ ସାଥେ daily, ମୁଁ cute ଗେହ୍ଲି

ନେ ନେ वादा ତତେ କଲି

ହଁ, ବୁଲେଇ ନେବି ତତେ daily, ମୋ cute ଗେହ୍ଲି

ନେ ନେ वादा ତତେ କଲି, ହଁ କଲି

- It's already the end -