background cover of music playing
Janu Tame Chamkucha - Humane Sagar

Janu Tame Chamkucha

Humane Sagar

00:00

03:38

Similar recommendations

Lyric

ଜାନୁ ତମେ ଚମକୁଚ, ଚମକୁଚ

ଏତେ କାଇଁ ଚମକୁଚ?

ଜାନୁ ତମେ ଚମକୁଚ, ଚମକୁଚ

ଏତେ କାଇଁ ଚମକୁଚ?

ଜାନୁ ତମେ ଚମକୁଚ, ଚମକୁଚ

ଏତେ କାଇଁ ଚମକୁଚ?

ଜାନୁ ତମେ ଚମକୁଚ, ଚମକୁଚ

ଏତେ କାଇଁ ଚମକୁଚ?

କେବେ ହସୁଚ, କେବେ ରାଗୁଚ

କେବେ ଚାହିଁକି ପୁଣି ମୁହଁ ମୋଡ଼ିଯାଉଚ

ଜାନୁ ତମେ ଜାଳୁଚ, ଜାଳୁଚ

ବହି ଜାଳିଦଉଚ

ଜାନୁ ତମେ ଚମକୁଚ, ଚମକୁଚ

ଏତେ କାଇଁ ଚମକୁଚ?

ଘରୁ ଯେବେ ଆସ ପାଦ କାଢ଼ି ଅଗଣାକୁ

ନ ବରଷିବାକୁ କହେ ମେଘକୁ

କାଳେ ସିଏ ଛୁଇଁ ଭାରି ଖୁସି ହେଇଯିବ

ତାକୁ ଦେଖି ମନ ଇର୍ଷା କରିବ

ତମେ ଚାଲୁଚ, ପୁଣି ଝୁଣ୍ଟୁଚ

ମିଛେ ବୟସର ଦୋଷ ଦେଇ ଦଉଚ

ଜାନୁ ତମେ ଜାଳୁଚ, ଜାଳୁଚ

ବହି ଜାଳିଦଉଚ

ଜାନୁ ତମେ ଚମକୁଚ, ଚମକୁଚ

ଏତେ କାଇଁ ଚମକୁଚ?

ଗାଁ ଗଳିବାଟେ ଯେବେ ଯାଅ ଚାଲି-ଚାଲି

ଧୀରେ-ଧୀରେ ତମେ ଚାହଁ ବୁଲିକି

ପାଖକୁ ମୁଁ ଗଲେ ରହିଯାଅ ସେଇଠି ଯେ

ମୁହାଁ-ମୁହିଁ ହେଲେ କିଛି ହୁଏ କି?

ଭଲପାଉଚ, ଆସି କହୁଚ

ହେଲେ କୁହ ତ, ତମେ କାଇଁ ଏତେ ଡରୁଚ?

ଜାନୁ ତମେ ଜାଳୁଚ, ଜାଳୁଚ

ବହି ଜାଳିଦଉଚ

ଜାନୁ ତମେ ଚମକୁଚ, ଚମକୁଚ

ଏତେ କାଇଁ ଚମକୁଚ?

- It's already the end -