background cover of music playing
Sunjara Sunjara - Humane Sagar

Sunjara Sunjara

Humane Sagar

00:00

04:23

Similar recommendations

Lyric

सुन ज़रा, सुन ज़रा

सिल-सिल ତୋ ଚେହେରା

ତୋ ପାଇଁ, ତୋ ପାଇଁ

ନିଦ ନାହିଁ ରାତିସାରା

ହୋ-ହୋ-ହୋ

ହୋ-ହୋ-ହୋ

सुन ज़रा, सुन ज़रा

सिल-सिल ତୋ ଚେହେରା

ତୋ ପାଇଁ, ତୋ ପାଇଁ

ନିଦ ନାହିଁ ରାତିସାରା

ସପନରେ ତୁ ଆସି

ଏମିତି ତୁ ଗଲୁ ମିଶି

ଛିଡ଼ିଗଲା-ଛିଡ଼ିଗଲା-ଛିଡ଼ିଗଲା-ଛିଡ଼ିଗଲା ମୋ ଗଜରା

ହୋ-ହୋ-ହୋ (ହୋ-ହୋ-ହୋ)

ହୋ-ହୋ-ହୋ

(ନା-ନା-ନା)

(ନା-ନା-ନା)

(ନା-ନା-ନା)

ତତେ ଦେଖିଦେଲା ପରେ

କାହାକୁ ମୁଁ ଦେଖିନାହିଁ, ଦେଖିନାହିଁ

ତତେ ପାଇଗଲା ପରେ

ଆଉ କିଛି ଖୋଜିନାହିଁ, ଖୋଜିନାହିଁ

ହୋ, सुन ज़रा, सुन ज़रा

नमकीन ତୋ ନଖରା

ତୋ ପାଇଁ, ତୋ ପାଇଁ

ମେଘଟୋପା ମୋତିଝରା

ସାରା ରାତି ଚେଇଁବାକୁ

ଭାବନା ରେ ରହିବାକୁ

ମିଳିଗଲା-ମିଳିଗଲା-ମିଳିଗଲା-ମିଳିଗଲା ତୋ ଆସରା

ହୋ-ହୋ-ହୋ (ହୋ-ହୋ-ହୋ)

ହୋ-ହୋ-ହୋ

(ତାରା-ତା-ତା-ନାନା)

(ତାରା-ତା-ତା-ନାନା)

(ନା-ନା-ନା)

ତତେ କଥାଦେଲା ପରେ

ଆଉ କିଛି କଥାନାହିଁ, କଥାନାହିଁ

ତତେ ବୁଝିଗଲା ପରେ

ଅବୁଝା ତ କିଛିନାହିଁ, କିଛିନାହିଁ

सुन ज़रा, सुन ज़रा

सिम-सिम ତୋ ଚେହେରା

ତୋ ପାଇଁ, ତୋ ପାଇଁ

ଜୀବନଟା ଭରାଭରା

ଭଲପାଇ ଗଲାପରେ

ମୁଁ ନାହିଁ ମୋ ପାଖରେ

ଝୁମେଇଲା-ଝୁମେଇଲା-ଝୁମେଇଲା-ଝୁମେଇଲା ତୋ ଇଶାରା

ହୋ-ହୋ-ହୋ (ହୋ-ହୋ-ହୋ)

ହୋ-ହୋ-ହୋ (ହୋ-ହୋ-ହୋ)

- It's already the end -