background cover of music playing
Bhijei Dei Ja Thare - Humane Sagar

Bhijei Dei Ja Thare

Humane Sagar

00:00

05:03

Similar recommendations

Lyric

ଭିଜେଇ ଦେଇ ଯା'ଥରେ ପ୍ରିୟା ତୋ' ପ୍ରେମ ବର୍ଷାରେ

ଆଜି ଏ ସାରା ଦୁନିଆ ଜଳିଲେ ଜଳୁ ଇର୍ଷାରେ

ଭିଜେଇ ଦେଇ ଯା'ଥରେ ପ୍ରିୟା ତୋ' ପ୍ରେମ ବର୍ଷାରେ

ଆଜି ଏ ସାରା ଦୁନିଆ ଜଳିଲେ ଜଳୁ ଇର୍ଷାରେ

ତତେ ଚାହିଁ ଶୋଇନାହିଁ ମୁଁ କାଲି ରାତିରେ

ହୋ-ହୋ, ତୋତେ ଚାହିଁ ଶୋଇନାହିଁ ମୁଁ କାଲି ରାତିରେ

ଥା' ପଛେ ଯେତେ ଦୁରେ

ଆ' ଥରେ, ଆ' ଥରେ

ଥା' ପଛେ ଯେତେ ଦୁରେ

ଆ' ଥରେ, ଆ' ଥରେ

ଭିଜେଇ ଦେଇ ଯା'ଥରେ ପ୍ରିୟା ତୋ' ପ୍ରେମ ବର୍ଷାରେ

ଆଜି ଏ ସାରା ଦୁନିଆ ଜଳିଲେ ଜଳୁ ଇର୍ଷାରେ

ତୁ ନାହୁଁ ସବୁତ ଅଧା

ବହୁଦିନୁ ହେଇନି ଓଦା

ଦରମରା ମୁଁ ତୋ ବିନା

ମନ ମୋର ଶୁଖିଲା ମାଟି

ଛିଟା ତୋର ଦେଇଯା ଛାଟି

କରୁ କାଇଁ ତୁ ବାହାନା?

ଏକା-ଏକା ଲାଗେ ଏକା ତୋ ବିନା ସାଥିରେ

ହୋ-ହୋ, ଏକା-ଏକା ଲାଗେ ଏକା ତୋ ବିନା ସାଥିରେ

ଥା' ପଛେ ଯେତେ ଦୁରେ

ଆ' ଥରେ, ଆ' ଥରେ

ଥା' ପଛେ ଯେତେ ଦୁରେ

ଆ' ଥରେ, ଆ' ଥରେ

ଭିଜେଇ ଦେଇ ଯା'ଥରେ ପ୍ରିୟା ତୋ' ପ୍ରେମ ବର୍ଷାରେ

ଆଜି ଏ ସାରା ଦୁନିଆ ଜଳିଲେ ଜଳୁ ଇର୍ଷାରେ

ତୁ ଥରେ ଆସିବୁ ବୋଲି

ମତେ ଆସି ଡାକିବୁ ବୋଲି

ଖୋଲା ଅଛି ମୋ ଝରକା

କହେ ଆସି ଶ୍ରାବଣ ରତୁ

ମନେ କାଇଁ ରଖିଛୁ କିନ୍ତୁ?

ମୋତେ ବାଧେ ରେ ଅଧିକା

ତୋ' ଚେହେରା, ନାଚେ ପରା ମୋ ଦୁଇ ଆଖିରେ

ହୋ-ହୋ, ତୋ' ଚେହେରା, ନାଚେ ପରା ମୋ ଦୁଇ ଆଖିରେ

ଥା' ପଛେ ଯେତେ ଦୁରେ

ଆ' ଥରେ, ଆ' ଥରେ

ଥା' ପଛେ ଯେତେ ଦୁରେ

ଆ' ଥରେ, ଆ' ଥରେ

ଭିଜେଇ ଦେଇ ଯା'ଥରେ ପ୍ରିୟା ତୋ' ପ୍ରେମ ବର୍ଷାରେ

ଆଜି ଏ ସାରା ଦୁନିଆ ଜଳିଲେ ଜଳୁ ଇର୍ଷାରେ

- It's already the end -