background cover of music playing
Its Only Pyar - Shaan

Its Only Pyar

Shaan

00:00

06:20

Similar recommendations

Lyric

ଓଠ ତୁନି ରହେ, ପ୍ରେମ ଯେବେ ହୁଏ

ଆଖି କଥା କହେ, ପ୍ରେମ ଯେବେ ହୁଏ

(तेरे इश्क़ में मैं जिऊँ)

(तेरे इश्क़ में मैं मरूँ)

(तेरे बिन मैं कुछ भी नहीं)

(बस तेरा सज़दा करूँ)

ମୋ ଦୁନିଆଁ ତୋରି ପାଇଁ

ସାତରଙ୍ଗୀ ଲାଗେ କାଇଁ?

ସବୁଠି ତୋ ଛାଇ

ମୋ ବାଟରେ ଖରା ଛାଇ

ମୋ ସାଥିରେ ଖେଳେ କାଇଁ?

ଏ ସବୁ ତୋ ପାଇଁ

ଅଳପ ନିଦରେ ଶୋଉଚି, ଚେଉଁଚି

ଖୋଲିଲେ ଏ ଆଖି ତୋ ମୁହଁ ନାଚୁଚି

ଶୀତ କି ବସନ୍ତି, ସଞ୍ଜ କି ସକାଳ

ରାତି ହଉକି ଭୋର

प्यार, it's only प्यार

देखोना हुआ है पहली बार

प्यार, it's only प्यार

देखोना हुआ है पहली बार

प्यार, it's only प्यार (प्यार, it's only प्यार)

देखोना हुआ है पहली बार (देखोना हुआ है पहली बार)

ନିସାପା-ଗାମା-ଗାପାରେ

ସାରେ-ନିସା-ଗାରେ-ମାଗା

ରେମାରେ-ସାନି

ଲାଲା-ଲା-ଲାଲା

ଗାମାରେ-ନିସାଧାପା-ମାପା-ଗାମାରେ-ସାନିସା

ସାଗା-ମାଗା-ନିସା-ଗାମାପା

ହଜାରେ ଥର ମୁଁ ପଚାରେ

କହରେ ଜହ୍ନ ତୁ କହ ରେ

କାହିଁକି ତୋ ମୁହଁ ତା'ପରି ଦିଶେ ରେ?

ପୁନେଇ ଯୋଛନା ରାତିରେ

ତାରାରେ ତାରାକୁ ଯୋଡ଼େ ରେ

ଯୋଡ଼ିଲେ କାହିଁକି ତୋ ନାଁ ପଢ଼େ ରେ?

ଏମିତି ବନ୍ଧନ କିଏ ସେ ବାନ୍ଧିଚି?

ହୁଁ, ଏମିତି ପାଖକୁ କିଏ ସେ ଟାଣୁଚି?

ପ୍ରେମର ଫାଶରୁ ମୁକୁଳିବା ପାଇଁ

ନାହିଁ ନିଜ ପାଖେ ଜୋର୍

प्यार, it's only प्यार

देखोना हुआ है पहली बार

प्यार, it's only प्यार

देखोना हुआ है पहली बार

प्यार, it's only प्यार (प्यार, it's only प्यार)

देखोना हुआ है पहली बार (देखोना हुआ है पहली बार)

ଆଖି କଥା କହେ, ପ୍ରେମ ଯେବେ ହୁଏ

(तेरे इश्क़ में मैं जिऊँ)

(तेरे इश्क़ में मैं मरूँ)

(तेरे बिन मैं कुछ भी नहीं)

(बस तेरा सज़दा करूँ)

ଭିଜେ ମୁଁ ଅତର ମେଘ ରେ

ପାଗଳ ଭଅଁର ଖୋଜେ ରେ

କାହିଁକି ଋତୁଠୁ ରୂପସୀ ଦିଶେ ରେ?

ମୋତି ପରି ଝଲସେ କାକର

ମିଠା ଲାଗେ ଆଜି ସାଗର

ଇଏ କି ପହିଲି ଲକ୍ଷଣ ପ୍ରେମର?

ଚଗଲା ପବନେ ଘାସ ମୁଁ ବୁଣୁଛି

ଭିଜିବୁ ଆ'ରେ ଶ୍ରାବଣ ଡାକୁଛି

ଛୁଇଁ ପ୍ରଜାପତି କାନପାଖେ ନିତି

କରେ କାଇଁ ଏତେ शोर?

प्यार, it's only प्यार

देखोना हुआ है पहली बार

ରା-ରା-ରା, प्यार, it's only प्यार

देखोना हुआ है पहली बार

ये, प्यार, it's only प्यार

देखोना हुआ है पहली बार

प्यार, it's only प्यार

देखोना हुआ है पहली बार

प्यार, it's only प्यार

देखोना हुआ है पहली बार

- It's already the end -