background cover of music playing
Tike Tike Barsha Hela - Humane Sagar

Tike Tike Barsha Hela

Humane Sagar

00:00

03:55

Similar recommendations

Lyric

ଟିକେ-ଟିକେ ବର୍ଷା ହେଲା, ଟିକେ ଛିଟା ଲାଗିଲା

ଟୋପା-ଟୋପା ତୋ ଦେହରେ ମୋତି ଝରିଲା

ଓ, ଟିକେ-ଟିକେ ବର୍ଷା ହେଲା, ଟିକେ ଛିଟା ଲାଗିଲା

ଟୋପା-ଟୋପା ତୋ ଦେହରେ ମୋତି ଝରିଲା

ଟିକେ-ଟିକେ ଖରା ହେଲା ଟିକେ ନାଲି ଦିଶିଲା

ମିଠା-ମିଠା ତୋ ମୁହଁରେ ରଙ୍ଗ ଝରିଲା

ସେଇ ରଙ୍ଗରେ, ସେଇ ଋତୁରେ ଲାଗେ ସତେରେ

ମୋ ମନରେ ପ୍ରେମ ଉଙ୍କି ମାରିଲା

ପ୍ରେମ ହେଲା, ପ୍ରେମ ହେଲା

हौले-हौले ହେଇଗଲା

ସାତ ରାଗ, ସାତ ସୁର ମୋ ମନେ ଭରିଗଲା

ଏମିତି ତୁ ଆସିଲୁ, ମୋ ମନରେ ବସିଲୁ

ଭରସାର ପ୍ରେମ ନେଇ ଭଲ ପାଇଲୁ

ଆହା-ହା, ଏମିତି ତୁ ଚାହିଁଲୁ, ଭାବନାରେ କହିଲୁ

ଜିଇଁବାର ଆଶା ନେଇ ମୋତେ ଛୁଇଁଲୁ

ସେଇ ଛୁଆଁରେ, ତୋ ଗୀତରେ ଲାଗେ ସତେରେ

ହୃଦୟରେ ସାତ ରାଗ ବାନ୍ଧିଲା

ପ୍ରେମ ହେଲା, ପ୍ରେମ ହେଲା

हौले-हौले ହେଇଗଲା

ସାତ ରାଗ, ସାତ ସୁର ମୋ ମନେ ଭରିଗଲା

ତୋତେ ଦେଖେ ମୋ ଆଖି, ଝୁରେ ମୁଁ ନୀତି-ନୀତି

ତୁ ଥିଲେ ଭିଜା-ଭିଜା ଲାଗେ ଏ ପ୍ରୀତି

ଓ, ଏଇ ସେ ପ୍ରଜାପତି, ଚୁମେରେ ଚୁପି ଚୁପି

ବଗିଚାର ମିଠା ମହୁ ପଡ଼ିଛି ଟିକେ

ସେଇ ମହୁରେ, ସେଇ ଫୁଲରେ ଲାଗେ ସତେରେ

ଚାରିଆଡେ ଏ କି ବାସ୍ନା ବହିଲା?

ପ୍ରେମ ହେଲା, ପ୍ରେମ ହେଲା

हौले-हौले ହେଇଗଲା

ସାତ ରାଗ, ସାତ ସୁର ମୋ ମନେ ଭରିଗଲା

ଲାଲା, ଲାଲା-ଲାଲା-ଲାଲା

ଲାଲା, ଲାଲା-ଲାଲା-ଲାଲା

ଓ, ଓ, ଓ, ଓ

ଓ, ଓ, ଓ, ହୋ-ହୋ, ହୋ-ହୋ

- It's already the end -