background cover of music playing
Karmi Setting - Ruku Suna

Karmi Setting

Ruku Suna

00:00

05:45

Similar recommendations

Lyric

ହୋ-ଓ-ଓ, ଲାଲା-ଲାଲା

भोली-भाली, दिलवाली ଲେଖେଇଁ ଲାଗୁଛୁ

ଦୁନିଆଁର ପିଲାକେ ତୁଇ setting କରିଛୁ

ହେ, भोली-भाली, दिलवाली ଲେଖେଇଁ ଦିସୁଛୁ

ଦୁନିଆଁର ପିଲାକେ ତୁଇ setting କରୁଛୁ

भोली-भाली, दिलवाली ଲେଖେଇଁ ଲାଗୁଛୁ

ଦୁନିଆଁର ପିଲାକେ ତୁଇ setting କରିଛୁ

ଜାନିଗଲି ଗୁରି ତୋର୍ ଛଲନ

ତତେ break-up କରୁଛେଁ ରେ ଧନ

ଜାନିଗଲି ଗୁରି ତୋର୍ ଛଲନ

ତତେ break-up କରୁଛେଁ ରେ ଧନ

ତୁଇ ଦିନେ କି ଦୁଇ ଦିନ୍ ଖାଲି କରିଥା waiting

ତୁଇ ଦେଖୁଥିବୁ ଗା, ତୁଇ ପସ୍ତୁଥିବୁ ଗା

ତୋର୍ ପରାର୍ ଟୁକେଲ୍ ଗୁଟେ କରମି setting

ତୁଇ ଦେଖୁଥିବୁ ଗା, ତୁଇ ପସ୍ତୁଥିବୁ ଗା

ତୋର୍ ପରାର୍ ଟୁକେଲ୍ ଗୁଟେ କରମି setting

ହାଏରେ बेवफ़ावाली

ତତେ ଦିଲରୁ reject କରିଦେଲି

ଭୁଲି ନାଇଁ ପାରୁ ମୋତେ ରେ

ତୋର୍ हर ख्वाइश के ପୁରା କରୁଥିଲି

ହାଏରେ मतलबवाली

ତୋରଲାଗି ବର୍ବାଦ ମୁଇଁ ହେଲି

तड़पेई-तड़पेई କନ୍ଦାମି ତତେ

ଏଟା ତୋର୍ ଠାନେ ମୁଇଁ challenge ଲଗାଲି

ଜାନିଗଲି ଗୁରି ତୋର୍ ଛଲନ

ତତେ break-up କରୁଛେଁ ରେ ଧନ

ଜାନିଗଲି ଗୁରି ତୋର୍ ଛଲନ

ତତେ break-up କରୁଛେଁ ରେ ଧନ

ତୁଇ ଦିନେ କି ଦୁଇ ଦିନ୍ ଖାଲି କରିଥା waiting

ତୁଇ ଦେଖୁଥିବୁ ଗା, ତୁଇ ପସ୍ତୁଥିବୁ ଗା

ତୋର୍ ପରାର୍ ଟୁକେଲ୍ ଗୁଟେ କରମି setting

ତୁଇ ଦେଖୁଥିବୁ ଗା, ତୁଇ ପସ୍ତୁଥିବୁ ଗା

ତୋର୍ ପରାର୍ ଟୁକେଲ୍ ଗୁଟେ କରମି setting

ମୋତେ ଦେଖିକରି ପଇସାବାଲା

ମୋତେ love କରୁଥିଲୁ ଲୈଲା

ମୋର୍ ପଇସା-ପତର୍ ସରିଗଲାକେ

ତୁଇ ପଟାଲୁ ଆର୍ ଗୁଟେ ପିଲା

ମୋର୍ ଏନ୍ତା ଦିଲବାଲା

ତୁଇ ନାଇ ପାଉରେ ମୋର ଲୈଲା

କେତେ ଭଲ ପାଉଥିଲି ରେ

ସବୁ ଜାଣିଛେ ଇଗା ଉପରବାଲା

ଜାନିଗଲି ଗୁରି ତୋର୍ ଛଲନ

ତତେ break-up କରୁଛେଁ ରେ ଧନ

ଜାନିଗଲି ଗୁରି ତୋର୍ ଛଲନ

ତତେ break-up କରୁଛେଁ ରେ ଧନ

ତୁଇ ଦିନେ କି ଦୁଇ ଦିନ୍ ଖାଲି କରିଥା waiting

ତୁଇ ଦେଖୁଥିବୁ ଗା, ତୁଇ ପସ୍ତୁଥିବୁ ଗା

ତୋର୍ ପରାର୍ ଟୁକେଲ୍ ଗୁଟେ କରମି setting

ହାଏ, ତୁଇ ଦେଖୁଥିବୁ ଗା, ତୁଇ ପସ୍ତୁଥିବୁ ଗା

ତୋର୍ ପରାର୍ ଟୁକେଲ୍ ଗୁଟେ କରମି setting

ତୁଇ ଦେଖୁଥିବୁ ଗା, ତୁଇ ପସ୍ତୁଥିବୁ ଗା

ତୋର୍ ପରାର୍ ଟୁକେଲ୍ ଗୁଟେ କରମି setting

- It's already the end -