background cover of music playing
DJ Bajiba Aji - Asad Nizam

DJ Bajiba Aji

Asad Nizam

00:00

02:59

Similar recommendations

Lyric

DJ ବାଜିବ ଆଜି, ଟୋକା ନାଚିବ ଆଜି

ମନ କଥା କହିଦେ

Oh my love

Oh my love

ହେ, ବୋମା ଫୁଟିବ ଆଜି, ଲଡୁ ଫାଟିବ ଆଜି

ଚୁମ୍ମା ଗୋଟେ ଦେଇଦେ

Oh my love

Oh my love

ହଁ, ଡେରି ତୁ ନକରି ଛାତକୁ ଚାଲିଆ

ତତେ ଚାହିଁ-ଚାହିଁ ହେଲିଣି ହାଲିଆ

ତୋ ଝଲକ ଟିକେ ଦେଇଦେ

Oh my love

Oh my love

ଛାତ ଉପରେ ଠିଆ ହେଇ ତୁ

ଫୋପାଡ଼ି ଦେ ତୋର ହସ

Catch ତାକୁ କରିନେବି ମୁଁ

ଖେଳ ହବ ପୁରା କସ

ହେ, ଛାତ ଉପରେ ଠିଆ ହେଇ ତୁ

ଫୋପାଡ଼ି ଦେ ତୋର ହସ

Catch ତାକୁ କରିନେବି ମୁଁ

ଖେଳ ହବ ପୁରା କସ

ତୁ ମୋ ଦରଜ, ତୁ ମୋ ମଲମ

ତୋ ପାଇଁ ମନରେ ପ୍ରେମ ଖାଲି ପ୍ରେମ

ମୋ ଛାତି ଚିରି ଦେଖିନେ

Oh my love

Oh my love

Gift ଯାହା ମୁଁ ପଠେଇଥିଲି

ଫେରେଇ ଦେଲୁ ତୁ ସବୁ

Flying-kiss ତତେ ପଠେଇ ଦେଲି

ରଖିବୁନା ଫେରେଇବୁ?

Gift ଯାହା ମୁଁ ପଠେଇଥିଲି

ଫେରେଇଦେଲୁ ତୁ ସବୁ

Flying-kiss ତତେ ପଠେଇ ଦେଲି

ରଖିବୁନା ଫେରେଇବୁ?

ରଖିଲେ ବି ଲାଭ, ଫେରେଇଲେ ଲାଭ

ଏମିତି offer ଆଉ କିଏ ଦବ?

ତୋ आशिक ମୋତେ କରିନେ

Oh my love

Oh my love

Oh my love

- It's already the end -