00:00
04:40
ତତେ ପାଇବା ପାଇଁ କିଛିବି କରିପାରେ
ତୋ ପାଇଁ ହସି ହସି ଜୀବନ ଦେଇପାରେ
ଓ, ତତେ ପାଇବା ପାଇଁ କିଛିବି କରିପାରେ
ତୋ ପାଇଁ ହସି ହସି ଜୀବନ ଦେଇପାରେ
ତୁ ଖାଲି ତୁ ମୋର, ଭାବିନେଇଛି ମନେ
ख़ुदा ଠୁ ଛଡ଼େଇ ତତେ ଆଣିବି ଦିନେ
ଆସିବୁ ବୋଲି ଏ ଛାତି ତଳେ ଖାଲି ରଖିଛି ଜାଗା
सावरे-सावरे, तोसे नैना लगा
सावरे-सावरे, तोसे नैना लगा
सावरे-सावरे, तोसे नैना लगा
सावरे-सावरे, तोसे नैना लगा
ଦିନ ସରିଯାଏ, ତୋ आशिक़ी ରେ
ରାତି ପାହିଯାଏ, ତତେ ଭାବିକି ରେ
ହୋ, ଆସିଲୁ ତୁ ଯେବେ ମୋ जिंदगी ରେ
ସବୁକିଛି ତତେ ଭାବିନେଇଛି ରେ
ଜାଣେନା ଜାଣେନା, ଆଉ ତୋ'ବିନା କିଛି
ଅନେକ ଭିଡ଼ରୁ ତତେ ନେଇଛି ବାଛି
ସ୍ୱପ୍ନରେ ମୋର, ସାମ୍ନାରେ ମୋର, ଲାଗିଲୁ ତୁ ଅଲଗା
सावरे-सावरे, तोसे नैना लगा
सावरे-सावरे, तोसे नैना लगा
सावरे-सावरे, तोसे नैना लगा
सावरे-सावरे, तोसे नैना लगा
କହିବୁ ତୁ ଯଦି ତୋ ଇଶାରାରେ
ମୋ କାଲିଜା କାଢ଼ି ତତେ ଦେଇପାରେ
ମାଗିବୁ ତୁ ଯଦି ଜିଦ୍ଦିକରି ଥରେ
ଜୀବନ ଦେବି ତୋ ହାତ ପାପୁଲିରେ
ପାରିବିନାହିଁ ମୁଁ ତତେ କା'ସାଥେ ଦେଖି
ମୋ ମନକଥା ତୋ ମନେ ରଖିଥା ଲେଖି
ତୋ ପ୍ରେମ ପ୍ରିୟା, ମୋ ପାଇଁ ଯାହା ସବୁଠାରୁ ମହଙ୍ଗା
सावरे-सावरे, तोसे नैना लगा
सावरे-सावरे, तोसे नैना लगा
सावरे-सावरे, तोसे नैना लगा
सावरे-सावरे, तोसे नैना लगा